ଟ୍ରାଭ୍ଲିଙ୍ଗ୍ ଏଜେଣ୍ଟ
ଦେଖଣା
ଟ୍ରାଭ୍ଲିଙ୍ଗ୍ ଏଜେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟ୍ରାଭ୍ଲିଙ୍ଗ୍ ଏଜେଣ୍ଟ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]କୌଣସି ବ୍ୟବସାୟୀର ପଣ୍ୟଦ୍ରବ୍ୟର ପ୍ରସାର ବଢ଼ାଇବା ପାଇଁ ନିଯୁକ୍ତ ଭିନ୍ନଭିନ୍ନ ଅଞ୍ଚଳ ଭ୍ରମଣକାରୀ କର୍ମଚାରୀ — Travelling agent.