ଟ୍ରେଞ୍ଚିଙ୍ଗ୍ ଗ୍ରାଉଣ୍ଡ
ଦେଖଣା
ଟ୍ରେଞ୍ଚିଙ୍ଗ୍ ଗ୍ରାଉଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟ୍ରେଞ୍ଚିଙ୍ଗ୍ ଗ୍ରାଉଣ୍ଡ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ମିଉନିସିପାଲିଟି ଓ ମେହନ୍ତରମାନଙ୍କଦ୍ୱାରା ସହରର ପାଇଖନାମାନଙ୍କରୁ ନିଆ— ଯାଉଥିବା ବିଷ୍ଠା ପୋତାଯିବା ପାଇଁ ସହରଠାରୁ ଖଣ୍ଡଦୂରରେ ଥିବା ନିର୍ଦ୍ଦିଷ୍ଟ ଭୂମି —Trenching ground.