Jump to content

ଟ୍ରେଡ଼୍ ମାର୍କ

ଉଇକିଅଭିଧାନ‌ରୁ

ଟ୍ରେଡ଼୍ ମାର୍କ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଭିନ୍ନ ଭିନ୍ନ ପଣ୍ୟ ଦ୍ରବ୍ୟ ଉପରେ ଚିହ୍ନିତ ଉକ୍ତ ଦ୍ରବ୍ୟର ନିର୍ମାତାଙ୍କ ଉଭାବିତ ବିଶିଷ୍ଟ ଚିହ୍ନ —Trade mark.

[ଦ୍ରଷ୍ଟବ୍ୟ —ଏ ଚିହ୍ନଅନ୍ୟ କୌଣସି ବ୍ୟକ୍ତି ଅନ୍ୟ କୌଣସି ପଣ୍ୟ ଦ୍ରବ୍ୟଉପରେ ମାରି ପାରିବେ ନାହିଁ ବୋଲି ଏହା ସରକାରଙ୍କଠାରୁ ଆଇନ ଅନୁସାରେ ରେଜିଷ୍ଟରି କରାଯାଏ]