ଟ୍ରେନିଙ୍ଗ୍
କୌଣସି ବିଷୟରେ ଯୋଗ୍ୟ ହେବା ନିମନ୍ତେ ପାଇବା ଶିକ୍ଷା —Training.
[ଦ୍ରଷ୍ଟବ୍ୟ —ଏହି ଇଂରେଜ ଶବ୍ଦ ସଙ୍ଗେ କ୍ଲାସ, ସ୍କୁଲ, କଲେଜ ଆଦି ଶବ୍ଦ ଓ ପୂର୍ବରେ ଗୁରୁ, ପଣ୍ଡିତ, ଏଗ୍ରିକଲଚର, ଫରେଷ୍ଟ, କନିଷ୍ଟବଲ, ପୁଲିସ୍ ଆଦି ଶବ୍ଦ ଲାଗେ]