Jump to content

ଟ୍ରେନିଙ୍ଗ୍ ସ୍କୁଲ୍

ଉଇକିଅଭିଧାନ‌ରୁ

ଟ୍ରେନିଙ୍ଗ୍ ସ୍କୁଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଯେଉଁ ବିଦ୍ୟାଳୟରେ ଭିନ୍ନ ଭିନ୍ନ କର୍ମ ପାଇଁ ଯୋଗ୍ୟ ହେବା ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ତାଲିମ କରାଯାଏ — Training school.

[ଯଥା—ଯେଉଁ କର୍ମ ପାଇଁ ଟ୍ରେନିଙ୍ଗ ଦିଆଯାଏ ସେହି ସେହି ନାମ ଏହି ଶବ୍ଦଦ୍ୱୟର ପୂର୍ବରେ ଲାଗେ ଯଥା—ଗୁରୁ ଟ୍ରେନିଙ୍ଗ୍ ସ୍କୁଲ, ପୁଲିସ ଟ୍ରେନିଙ୍ଗ୍ ସ୍କୁଲ, ଟିଚର୍ ଟ୍ରେନିଙ୍ଗ ସ୍କୁଲ]