ଟ୍ରେସିଙ୍ଗ୍ ପେପର୍
ଦେଖଣା
ଟ୍ରେସିଙ୍ଗ୍ ପେପର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟ୍ରେସିଙ୍ଗ୍ ପେପର୍
|
(ଟ୍ରେସିଙ୍ଗ୍ କାଗଜ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଯେଉଁ ମହମଜାମା ସ୍ୱଚ୍ଛ କାଗଜଦ୍ୱାରା ଅନ୍ୟକାଗଜରେ ଥିବା ଚିତ୍ର ଆଦିକୁ ଅବିକଳ ନିଆଯାଇ ପାରେ — Tracing paper.
[ଦ୍ରଷ୍ଟବ୍ୟ —ଏହି ଟ୍ରେସିଙ୍ଗ୍ ପେପର ବା ଟ୍ରେସିଙ୍ଗ୍ କ୍ଲଥରେ ମହମ ମଡ଼ା ହୋଇଥିବାରୁ ଏହା ଚ୍ୱଚ୍ଛ ଅଟେ; ଏଥିପାଇଁ ଏହା ତଳେ କୌଣସି ଚିତ୍ରାଙ୍କିତ ବା ଲେଖା ହୋଇଥିବା କାଗଜ ରଖିଲେ ତଳ କାଗଜର ଚିତ୍ର ବା ଲେଖା ଫୁଟି କରି ଉପରକୁ ଦେଖାଯାଏ ଓ ସେହି ଲେଖାମାନଙ୍କୁ ନଜର କରି ପେନ୍ସିଲ ବା କଲମରେ ଚିତ୍ର ଆଦି ଟ୍ରେସିଙ୍ଗ୍ ପେପର ବା ଟ୍ରେସିଙ୍ଗକ୍ଲଥରେ ଅବିକଳ ଉତୁରାଯାଏ ]
</body></text></TEI.୨>