Jump to content

ଠକ୍ କରି

ଉଇକିଅଭିଧାନ‌ରୁ

ଠକ୍ କରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଠକ୍କିନା, ଠକ୍କିନି, ଠକ୍କିରି, ଠକ୍ଦସ୍—ଅନ୍ୟରୂପ)

ଦେଶଜ - ଅ.

[ସମ୍ପାଦନା]
୧. ହଠାତ୍ — ୧. Suddenly.

ପାପିଟାର ଧନ ପାଣି ପରି ବଢ଼ି ଯାଉଛି, ଏବେ ଜାଣ ଠକ୍ କରି ଛିଡ଼ି ପଡ଼ିବ ଫକୀରମୋହନ. ଗଳ୍ପସ୍ୱଳ୍ପ