Jump to content

ଠାଇଁ

ଉଇକିଅଭିଧାନ‌ରୁ

ଠାଇଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ)

[ସମ୍ପାଦନା]
୧. ସ୍ଥାନ —୧. Place.
୨. ଦିଗ —୨. Direction.

ଏବେ ଧାଇଁ ଅଛନ୍ତି କ୍ରୋଧରେ ମୋ ଠାଇଁ କି— କୃଷ୍ଣସିଂହ. ମହାଭାରତ. ବନ

ଅନୁବାଦ

[ସମ୍ପାଦନା]
୩. ଶୂଦ୍ର ସମାଜରେ ବିଧବାର ଦ୍ୱିତୀୟ ବିବାହ; ଥୂଆଥୋଇ; ଦୁତିଅ ହେବା ପ୍ରଥା —୩. The custom of widow-marriage among the Ṡūdras.

ଅନୁବାଦ

[ସମ୍ପାଦନା]
୪. ଆଶ୍ରୟ —୪. Shelter.

ପାଉ ଅଭାଗିନୀ ଠାଇଁ ତୋ ବକ୍ଷେ— ନନ୍ଦକିଶୋର. କୃଷ୍ଣକୁମାରୀ

ଅନୁବାଦ

[ସମ୍ପାଦନା]

=== ଅ (ସଂସ୍କୃତ - ସ୍ଥାନେ)

ଠାରେ —In, it.

ବ୍ରହ୍ମା କହିଲେ ସେ ବିଷ୍ଣୁଙ୍କ ଠାଇଁ—ପ୍ରାଚୀ, ପରଚେଗୀତା