ଠାଠିକ

ଉଇକିଅଭିଧାନ‌ରୁ

ଠାଠିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଅତି ସୁନ୍ଦର ଆକୃତିବିଶିଷ୍ଟ — Very graceful.

ଠାଠିକ ଦିଶେ ଅମ୍ଭୁଜର କି ଖସେ ଆବନୀ କ ବକାଳିକାରେ ଭଞ୍ଜ. ଲାବଣ୍ୟବତୀ