ଠିଆ ବାହି ଦଣ୍ଡା
ଦେଖଣା
ଠିଆ ବାହି ଦଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠିଆ ବାହି ଦଣ୍ଡା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମଲ୍ଲଭୂମିରେ ଲମ୍ୱ ଭାବରେ ପୋତା ହୋଇଥିବା କାଠ ଖୁଣ୍ଟ, ଯାହାକୁ ମଲ୍ଲ— ମାନେ ବାହୁଦ୍ୱାରା ଆଘାତ କରନ୍ତି; ମାଲଖୁମ୍ୱ —A perpendicular piller in a gymnasium against which the athletes strike their arms.
ଋଋ ବେନି କ୍ଷରତହିଁ ଠିଆ—ବାହି—ଦଣ୍ଡା ପ୍ରାଚୀ. ବ୍ରହ୍ମନିରୂପଣ ଗୀତ