ଠୁକୁରେଇବା
ଦେଖଣା
ଠୁକୁରେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଠୋକରାଇବା (ଦେଖ) - Ṭhokarāibā (See)
ଠୁକୁରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ତ୍ରୋଟି=ପକ୍ଷୀର ଚଞ୍ଚୁ)
[ସମ୍ପାଦନା]- ୧. ଠୁକୁ ଠକୁ ଶବ୍ଦ କରି ବା ଦୃଢ଼ ପଦାର୍ଥରେ ସାମାନ୍ୟ ଆଘାତ କରି କୌଣସି କାର୍ଯ୍ୟ କରିବା — ୧. To do anything by making a gentle hard sound.
- ୨. ଠୋକରାଇବା; ଥଣ୍ଟଦ୍ୱାରା କଠିନ ବସ୍ତୁରେ ସାମାନ୍ୟ ଆଘାତ କରିବା —୨. To peck.