Jump to content

ଠୂଳେ

ଉଇକିଅଭିଧାନ‌ରୁ

ଠୂଳେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଠୂଳେ (ଦେଖ) - Ṭhḻe (See)

ସବୁ ମିଶାଇ କରି ଗାଏ ଠୂଳେ ପାଇଛ କଚଡ଼ାଏ—ଭୂପତି. ପ୍ରେମପଞ୍ଚାମୃତ

ଅ (ସଂସ୍କୃତ - ସ୍ତୋକ)

[ସମ୍ପାଦନା]

କିଞ୍ଚିତ୍ — A little.

ଇଚ୍ଛା ହୋଇଲେ ଚାଲେ ଠୁଳେ ଇଚ୍ଛା ହେଲେ ରହେ ନିଶ୍ଚଳେ—ପ୍ରାଚୀ ନିର୍ଗୁଣମାହାତ୍ମ୍ୟ