Jump to content

ଠେକ

ଉଇକିଅଭିଧାନ‌ରୁ

ଠେକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଆ ଧାତୁ)

[ସମ୍ପାଦନା]
୧. ଅବଲମ୍ୱନ; ଢିରା; ଠିଆ — ୧. Prop; support.
୨. କାଠର ବା ଗଛର ଚଉଡ଼ାବାଗ; ଆଡ଼ବାଗ — ୨. The breadth of a timer or tree across its grains.
୩. ଡେଙ୍ଗ; ଉଚ୍ଚତା —୩. Height.

(ଯଥା—ମୋ ଠାରୁ ସେ ଠେକରେ ଚାରି ଆଙ୍ଗୁଳି ବଡ଼)

୪. ପଥର ବା କାଠକୁ ଉଠାଇବା ନିମନ୍ତେ ତଳପାଖେ ମଝିରେ ଦିଆଯିବା କ୍ଷୁଦ୍ର ପଥର ବା କାଷ୍ଠଖଣ୍ଡ; ମାଡ଼ୀ —୪. Fulcrum.
୫. ବାଧା —୫. Obstacle; hindrance.

[[]] ୬ ଠେକରା— ]] ୨୩: (ଦେଖ) - ୬. Ṭhekarā ୨. ୩ (See).

ବିଶେଷଣ -

[ସମ୍ପାଦନା]
୧. ଉଚ୍ଚ; ଡେଙ୍ଗା — ୧. High; tall.
୨. ଅପେକ୍ଷାକୃତ ଡେଙ୍ଗା; ଉଚ୍ଚତର — ୨. Higher; taller.