Jump to content

ଠେକର

ଉଇକିଅଭିଧାନ‌ରୁ

ଠେକର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲମ୍ୱ କାଠ କିମ୍ୱା ପଥର ରଖିବା ନିମନ୍ତେ ତହିଁ ତଳେ ଆଡ଼ ବାଗରେ ଦିଆଯିବା ଆଡ଼ କାଠ — Cross-pieces over which a long log or stone is supported; stays put under long heavy logs or slabs to keep them level.