ଠେକରା
ଦେଖଣା
ଠେକରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଠେକ; ଉଚ୍ଚ — ୧. High.
- ୨. ଅପେକ୍ଷାକୃତ ଡେଙ୍ଗା —୨. Higher; taller.
ବିଶେଷ୍ୟ -
[ସମ୍ପାଦନା]- ୧. ତେଣୁଆ; ବୋଲୁଅ; ଢିମା — Big clods of earth.
- ୨. ଚଉକି, ମେଜ, ଖଟ ଆଦି ଢିବାଢିପି ହେଉଥିଲେ ଭୂମିରେ ଲାଗି ଥିବା ଗୋଡ଼ ବା ପାଖ ତଳେ ଦିଆଯିବା ପତଳା କାଠ ବା ଖପରା —୨. Thin piece of wood or shard put under the short leg or side of a bobbing or unstable chair table etc.
- ୩. ଅଗ ସରୁ ଓ ମୂଳ ମୋଟା କୀଳା —୩. wedge.