ଠେକିବା
ଦେଖଣା
ଠେକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥଗ୍ ଧାତୁ)
[ସମ୍ପାଦନା]- ୧. ଗୋଟିଏ ଟାଣ ବସ୍ତୁ ଅନ୍ୟ ଗୋଟିଏ ଟାଣ ବସ୍ତୁରେ ହାବୁଡ଼ିବା — ୧. To strike (one hard thing against another); to collide with.
- ୨. ଠିକିବା; ବାଧା ପାଇବା — ୨. To be obstructed.
- ୩. ସଂସାରରେ ଦୁଃଖ ପାଇବା — ୩. To suffer in the world.
- ୪. ସଂସାରରେ ଅନୂଭବଦ୍ୱାରା କଷ୍ଟ ବା ବାଧା ସଙ୍ଗେ ପରିଚିତ ହେବା —୪. To become acquainted with the ups and downs of life by experience.
- ୫. (ଲକ୍ଷଣାର୍ଥ) ମାତ୍ରାରେ ଖୁବ ବେଶି ହୋଇଯିବା; ଖୁବ୍ ଚଢା଼ ହୋଇଯିବା —୫. (figurative) To rise up to; to go up to.
(ଯଥା—ମୋର ନିତି ଅଧଲାକର ଆପୁ ଆସି ଆଜିକାଲି ଦଶ ପଇସାରେ ଠେକିଲାଣ)