Jump to content

ଠେଙ୍ଗ

ଉଇକିଅଭିଧାନ‌ରୁ

ଠେଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ)

[ସମ୍ପାଦନା]
୧. ଉଚ୍ଚ ଭୂମି; ଢିପା ଜମି — ୧. High ground.

(ଯଥା—ଯେଉଁ ଜମିରେ ଧାନ ଆଦି ଫସଲ ଭଲ ହୁଏ ନାହିଁ)

୨. (ସଂସ୍କୃତ - ଟଙ୍ଗ) ଗୋଡ଼ —୨. Leg.
୩. ଚଟୁଆ; ଜଙ୍ଗ —୩. Buttock.

ବିଶେଷଣ -

[ସମ୍ପାଦନା]

ଢିପା —High (land).