ଠେଙ୍ଗା
ଦେଖଣା
ଠେଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଟଙ୍କ=ଗୋଡ଼; ଏହା ଗୋଡ଼ ପରି ଲମ୍ୱ ଓ ମୋଟା; ସଂସ୍କୃତ - ଦଣ୍ଡ)
[ସମ୍ପାଦନା]- ୧. ଲାଠି —୧. A staff; club; bludgeon.
- ୨. ଲାଠିଦ୍ୱାରା ଆଘାତ — ୨. A blow with a bludgeon.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଗଡ଼ଜାତର ଚଉକିଦାରବିଶେଷ — A class of additional viallage-watchmen.