ଠେଙ୍ଗାଜର
ଦେଖଣା
ଠେଙ୍ଗାଜର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଠେଙ୍ଗାଜର
|
(ଠେଙ୍ଗାଜ୍ୱର—ଅନ୍ୟରୁପ)
ଦେଶଜ - ବିଶେଷ୍ୟ -(ଇଂରାଜୀ - ଡେଙ୍ଗ୍ୟ ବା ଓ. ଠେଙ୍ଗା)
[ସମ୍ପାଦନା]ତିନିଦିନ ସ୍ଥାୟୀ ଏକପ୍ରକାର ଜ୍ୱର — Influenza; dengue fever.
[ଦ୍ରଷ୍ଟବ୍ୟ —ଏଥିରେ ଦେହହାତ ଭାରି ବିନ୍ଧେ ଓ ଦରଜ ହୁଏ ତିନି ଦିନ ପରେ ଜର ମନକୁ ଛାଡ଼ି ଯାଏ ଏହା ମାରାତ୍ମକ ନୁହେଁ ଏହି ଜରରେ ଦେହତମାମ ଏପରି ପୀଡ଼ା ହୁଏ ଯେ, ରୋଗି ମାନେ କରେ ସତରେ ତାକୁ କେହି ଯେପରି ଠେଙ୍ଗାରେ ଖୁବ୍ ଗୁଡ଼ାଏ ପିଟିଛି]