Jump to content

ଠେଙ୍ଗା ଖାସି

ଉଇକିଅଭିଧାନ‌ରୁ

ଠେଙ୍ଗା ଖାସି

ଉଚ୍ଚାରଣ

[ସମ୍ପାଦନା]

=== ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ତୁଳ. ହିନ୍ଦୀ - ଠସ୍କା+ଖାସୀ)

ବଡ଼ ଜୋର୍ରେ ହେଉଥିବା କାସ; ସମା କାସ; ଶୁଖିଲା କାସ —Severe cough; dry coughing.

ଖୁଖି ଖାସି, ବାରମାସି, ଠେଙ୍ଗା ଖାସି, ପରାନ୍ ନେସି ପ୍ରବଚନ