Jump to content

ଠେଙ୍ଗୂ

ଉଇକିଅଭିଧାନ‌ରୁ

ଠେଙ୍ଗୂ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଟଙ୍କ)

[ସମ୍ପାଦନା]
୧. କଟିତଳର ଉପାୟ ପାର୍ଶ୍ୱସ୍ଥ ହାଡ଼ —୧. The upper part of the hip-bone in vertibrate animals; ilium.
୨. ଗୋରୁ ପ୍ରଭୃତି ପଶୁଙ୍କର ଜଙ୍ଘାହାଡ଼ରେ ଉପର ଭାଗ; ବେଁଏଁ ଅଣ୍ଟା ପାଖେ ଶିରା ହାଡ଼ର ଦୁଇ ପାଖକୁ ବାହାରି ଥିବା ହାଡ଼ ଓ ତତ୍ ସଂଲଗ୍ନ ଶରୀରାଂଶ — ୨. The rump of cattle; buttock.