Jump to content

ଠେଲ

ଉଇକିଅଭିଧାନ‌ରୁ

ଠେଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ ଧାତୁ=ଗତି; ସଂସ୍କୃତ - ଟଳ ଧାତୁ)

[ସମ୍ପାଦନା]
୧. ଠେଲାଠେଲି; ଲୋକ ଭିଡ଼; ଗାଢ଼ ଜନତା — ୧. Rush; dense crowd.
୨. କାନ୍ଥ ଆଦିକୁ ପଛ ଆଡ଼ୁ ଠେଲି ରଖିବା ଠିଆ; ଠେସ — ୨. A prop which keeps a thing in position by supporting it from behind.