ଠେଲା
ଦେଖଣା
ଠେଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ ଧାତୁ ଗତି; ସଂସ୍କୃତ - ଟଳ ଧାତୁ)
[ସମ୍ପାଦନା]- ୧. ପଛଆଡ଼ୁ ପେଲିବାଚ ପେଲା — ୧. Pushing from behind.
- ୨. ତଳୁ ଉପରକୁ ଚାପ —୨. Upward pressure.
- ୩. ଲେଡ଼ା; ଧକ୍କା —୩. A push; a shove.
- ୪. (ପାନବରଜୀଙ୍କ ଭାଷା)—ବରଜର ଏକ ମୁଣ୍ଡରେ ଦୁଇଆଡ଼ୁ ଲଗାଯାଇଥିବା ବାଉଁଶଦ୍ୱୟ —୪. A pair of bamboos which diogonally prop the wicker- frame at the end of a betel plantation.
[ଦ—ଏହା ତାଟିକୁ ଦୃଢ଼ ଓ ସିଧା କରି ଠେଲି ରଖେ ଓ ତୋଫାନର ଦାଉରୁ ପାନବରଜକୁ ରକ୍ଷା କରେ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଗୋରୁଙ୍କ ରୋଗରେ ବ୍ୟବହୃତ ଔଷଧବିଶେଷ —A sort of medicine used for cattle-diseases.