Jump to content

ଠେଲ କୋ

ଉଇକିଅଭିଧାନ‌ରୁ

ଠେଲ କୋ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଟୋଲଙ୍କ; ବନ୍ୟ ଖାଦ୍ୟ ଲତା— ଫଳବିଶେଷ —A kind of edible wild fruit.

[ଦ୍ରଷ୍ଟବ୍ୟ —ଏ ଫଳ କଇଞ୍ଚିକାକୁଡ଼ି ଠାରୁ ଛୋଟ ଓ ମଟମଟିକା ପରି ଏହାକୁ ତରକାରୀ କରି ଖିଆ ଯାଏ]