ଠୋପଟକା କଥା
ଦେଖଣା
ଠୋପଟକା କଥା
ଉଚ୍ଚାରଣ
[ସମ୍ପାଦନା][ଠୋଓ ପ(ଫ)ଟକା କଥା—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆକସ୍ମିକ ବିଷୟ — ୧. Aedidental matter; a thing occurring suddenly.
- ୨. ସ୍ପଷ୍ଟ ଓ ସତ୍ୟ କଥା — ୨. Plain spoken words; plain truth.
- ୩. କୌଣସି ପ୍ରଶ୍ନ ବା ପ୍ରାର୍ଥନାର ସଙ୍ଗେ ସଙ୍ଗେ ଦିଆଯିବା ଉତ୍ତର —୩. Instant reply given to a question or prayer.