ଠୋସ୍
ଦେଖଣା
ଠୋସ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - କର୍କଶ) କକଶ; ରୁକ୍ଷ (ବାକ୍ୟ, ଭାଷା) — ୧. Rough (words; language); resping.
ତା କଥାରେ ଏକା ମିଠା ନାହିଁ ଠୋସ୍ ଠୋସ୍ ଫକୀରମୋହନ ଛମାଣଆଠଗୁଣ୍ଠ
- ୩. (ସଂସ୍କୃତ - ସ୍ପଷ୍ଟ) ସ୍ପଷ୍ଟରୂପେ ଉଚ୍ଚାରିତ — ୩. Uttered clearly; distinct.
- ୪. ସ୍ଫଷ୍ଟବାଦୀ (ବାକ୍ୟ) —୪. Plain (utterance)
- ୫. ଟାଣୁଆ; କଠିନ; ଦୃଢ଼ —୫. Hard; firm.
- ୬. ଘନ —୬. Solid.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଥା କହିଲା ବେଳେ କୌଣସି ବାକ୍ୟ ବା ଶବ୍ଦ ଉପରେ ଦିଆଯିବା ବିଶେଷ ଜୋର୍ —Emphasis put on a word or sentence during speech.
[ଦ୍ରଷ୍ଟବ୍ୟ —ବଙ୍ଗଳା ଓ ହିନ୍ଦିରେ ଠୋସ ଶବ୍ଦର ଅର୍ଥ ନିବିଡ଼, ଘନ, ଗାଢ଼, ଯାହା ପୋଲା ନୁହେଁ]