ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

୧୩. ଶ ବ୍ୟଞ୍ଜନ ବର୍ଣ୍ଣ ଟ ବର୍ଗର ତୃତୀୟ ବର୍ଣ୍ଣ ଏହାର ଉଚ୍ଚାରଣ ସ୍ଥାନ ମୁର୍ଦ୍ଧା ଏ ଅକ୍ଷର ଓଡ଼ିଆ ଶବ୍ଦର ଆଦ୍ୟରେ ଥିଲେ ଏଥିରେ ଉଚ୍ଚାରଣ 'ଡ' ଓ ମଧ୍ୟରେ ବା ଶେଷରେ ଥିଲେ 'ଡ଼' ହୁଏ —The ୧୩th consonant and the ୩rd letter of the 'Ṭa' series (oerebral), corresponding to the 'd' sound. When it occurs at the beginning of Oria words it is pronounced as in ḍay and when at the end or middle of a word it is pronounce as ṟḍ̠ in bird.
  • (file)

ସଂସ୍କୃତ - ବିଶେଷ୍ୟ - (ଡପ୍ ଧାତୁ=ରାଶ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଶିବ; ମହାଦେବ —୧. Siba
୩. ଶବ୍ଦ —୨. Sound.
୩. ଭୟ; ତ୍ରାସ —୩. Alarm; fright.
୪. ବାଡ଼ବାଗ୍ନି —୪. Submarine fire.
୫. ଡମରୁ; କ୍ଷୀଣମଧ୍ୟ ଆନଦ୍ଧ ବାଦ୍ୟଯନ୍ତ୍ରବିଶେଷ — ୫. A musical instrument narrow in the middle.
୬. (ଡା ଧାତୁ=ଉଡ଼ିବା+କର୍ତ୍ତୃ. ଅ)— ଚାଷପକ୍ଷୀ; ଭଦଭଦଳିଆ ପକ୍ଷୀ —୬. The blue jay; The Indian Roller bird; Coracias Indica.