Jump to content

ଡକା କରିବା

ଉଇକିଅଭିଧାନ‌ରୁ

ଡକା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବଡ଼ ପାଟିକରି କହିବା; ରଡ଼ି କରିବା — To speak in a very loud coice; to shout.

କି କରୁଛ ବ୍ରାହ୍ମଣ ବୋଲି କଲେ ଡକା— କୃଷ୍ଣସିଂହ ମହାଭାରତ ବନ