ଡଣା

ଉଇକିଅଭିଧାନ‌ରୁ

ଡଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂ ଦଣ୍ଡ)[ସମ୍ପାଦନା]

ତୋଡ଼ି ଜାତୀୟ ଏକପ୍ରକାର ମାଛ — A kind of fish.

[ଦ୍ରଷ୍ଟବ୍ୟ — ଏମାନେ ମଧୁର ପାଣିରେ ପଙ୍କୁଆ ପୋଖରୀ ଆଦିରେ ରହନ୍ତି.ଲମ୍ୱରେ ୨୨/?/: ହାତ ପର୍ଯ୍ୟନ୍ତ ବଢ଼ନ୍ତି ଓ କୋଚିଆ ପରି; ମୁଣ୍ଡ ବିରାଡ଼ି ପରି ଓ ମୁଣ୍ଡରେ ୨ ଗୋଟା କାନ ଥାଏ ଏମାନେ ପଙ୍କ ଭିତରେ ରହନ୍ତି ଓ ପାଣିଭିତରେ ମନୁଷ୍ୟଙ୍କ ଗୋଡ଼ର ଓ ହାତର ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ପକାନ୍ତି; ଏମାନଙ୍କ ଦଂଶନ ଭାରି ଜ୍ୱାଳାପ୍ରଦ]