ଡମ

ଉଇକିଅଭିଧାନ‌ରୁ

ଡମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଡମଣୀ, ଡମୁଣୀସ୍ତ୍ରୀ

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଡମ୍ ଧାତୁ=ଶବ୍ଦ କରିବା, ବାଦ୍ୟ ବଜାଇବା— କର୍ତ୍ତୃ. ଅ)[ସମ୍ପାଦନା]

ଅସ୍ପୃଶ୍ୟ ଜାତିବିଶେଷ, (ଏମାନେ ଢୋଲ ବଜାନ୍ତି ଓ ବାଉଁଶପାତିଆରେ କୁଲା, ବାଉଁଶିଆ, ଇତ୍ୟାଦି ବୁଣନ୍ତି —The Dome caste; a low untouchable caste (who weave baskets of bamboo laths and also sound drums); a despised mixed caste (Apte).

[ଦ୍ରଷ୍ଟବ୍ୟ — ବ୍ରହ୍ମବୈବର୍ତ୍ତ ପୁରାଣରେ ଏମାନେ ଲେଟ ପିତା ଓ ଚାଣ୍ଡାଳୀ ମାତାଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି ଥିବାର ଉଲ୍ଲେଖ ଅଛି ହିନ୍ଦୀ - ଶବ୍ଦସାଗର ]