ଡମ୍ଫ
ଦେଖଣା
ଡମ୍ଫ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମ୍ଭ)
[ସମ୍ପାଦନା]- ୧. କପଟ; ଛଳ — ୧. Deceit; hypocricy.
- ୨. (ସଂସ୍କୃତ - ଡମ୍ଫ ଧାତୁ)— ଡେମ୍ଫ ନାଗରା (ଦେଖ) - ୨. Dempha nāgarā (see).
ବୀଣା ମଦଳ ଡମ୍ଫ ତାଳ ଧରିଣ ଗୋପିକା ସକଳ—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ