ଡମ୍ୱୁରୁଧର

ଉଇକିଅଭିଧାନ‌ରୁ

ଡମ୍ୱୁରୁଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଡମରୁ ଧର)[ସମ୍ପାଦନା]

୧. ମହାଦେବ — ୧. God Ṡiba.

ଡମ୍ୱରୁ ଧର ଯାକୁ ସେବା, ଡରେ ଖଟନ୍ତି ସର୍ବ ଦେବା ବଳରାମ ଦାସ. କମଳଲୋଚନ ଚଉତିଶା

୨. ଲୋକଙ୍କ ନାମ — ୨. A name given to males.