ଡର

ଉଇକିଅଭିଧାନ‌ରୁ

ଡର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର; ପ୍ରା. ଡର)[ସମ୍ପାଦନା]

୧. ଭୟ; ତ୍ରାସ —୧. Dread; terror; fear; alarm.

ନୀପ ଉପବନ ନିକଟ ସ୍ପରଶକୁ ଯେବେ ଡର କବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗୀତ

୨. ଅନିଷ୍ଟାଦିର ଆଶଙ୍କା —୨. Apprehension.

ଡର ନାହିଁ କି ହେ ପର ତରୁଣୀ ହରଣୁ କବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗୀତ