Jump to content

ଡରିବା

ଉଇକିଅଭିଧାନ‌ରୁ

ଡରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ ଡରା(ରେ)ଇବା—ଣିଜନ୍ତ]

ଦେଶଜ - କ୍ରି. (ସଂସ୍କୃତ - ଦର)

[ସମ୍ପାଦନା]
୧. ଭୀତ ହେବା — ୧. To be afraid of; to dread; to fear.
୨. ହଠାତ୍ ଭୟ ପାଇବା — ୨. To be alarmed.

ସେ ମଧ୍ୟ ଡରିଗଲେ ଦେଖି ଭୀମବଳ କୃଷ୍ଣସିଂହ. ମହାଭାରତ ସଭା

୩. ଆଶଙ୍କା କରିବା —୩. To apprehend.

[ ଦ୍ର— ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା, ପକାଇବା କ୍ରିୟାର ସମାପିକାରୂପ (ଡରିଯିବା,ଡରି ପକେଇବା) ଓ ମରିବା ଏବଂ ହରିବା କ୍ରିୟାର ଅସମାପିକା ରୂପ ଯୁକ୍ତ ହୁଏ (ଡରିମରି, ଡରିହରି) ]