ଡରି ମରି

ଉଇକିଅଭିଧାନ ରୁ
Jump to navigation Jump to search

ଡରି ମରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ଡରିବା ଓ ମରିବା କ୍ରିୟାଦ୍ୱୟର ଅସମାପିକ ରୂପ କ୍ରି. ବିଶେଷଣ - ରୂପେ ବ୍ୟବହୃତ)[ସମ୍ପାଦନା]

୧. ଅତ୍ୟନ୍ତ ଭୀତ ହୋଇ; ମନରେ ବିଶେଷ ଭୟ ରଖି — ୧. With great fear; with a great dread.

କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି କବିସୂର୍ଯ୍ୟ ସଙ୍ଗୀତ

୨. ଭୟର କାରଣରୁ —୨. On account of dread.