Jump to content

ଡରୁଆ

ଉଇକିଅଭିଧାନ‌ରୁ

ଡରୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]
(ଡରୋଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଭୀତ —୧. Timid.

୨. ଭୀରୁ —୨. Timorous.

ଯେତେକ ଯୋଦ୍ଧା ତହିଁ ଥିଲେଟି ଡରୁଆ କୃଷ୍ଣସିଂହ. ମହାଭାରତ. ବା

୩. ଯେ ଡରାଏ — ୩. Frightening; fearful.