Jump to content

ଡାଆଁଣ ବାଆଁଣ

ଉଇକିଅଭିଧାନ‌ରୁ

ଡାଆଁଣ ବାଆଁଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଡାଆଣବାଆଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -(ବିପରୀତାର୍ଥ ସହଚର, ସଂସ୍କୃତ - ଦକ୍ଷିଣ +ବାମ)

[ସମ୍ପାଦନା]
୧. ଦକ୍ଷିଣ ଓ ବାମ ପାର୍ଶ୍ୱଦ୍ୱୟ —୧. Right and left sides.
୨. ଶଗଡ଼ ବା ହଳର ଡାହାଣ ପାଖରେ ଚାଲିବାରେ ଅଭ୍ୟସ୍ତ ବଳଦ ବାଆଁ ପାଖରେ ଯୋଚା ହୋଇଥିଲେ ଓ ବାଆଁ ପାଖରେ ଚାଲିବା ବଳଦ ଡାହାଣ ପାଖରେ ଯୋଚା ହୋଇଥିଲେ ଉକ୍ତ ବଳଦ ନିୟମିତ ଭାବରେ ନ ଚାଲିବାରୁ ଯେଉଁ ଅସୁବିଧା ଭୋଗ କରାଯାଏ — ୨. The inconvenience felt in driving a cart when the right hand bullock is yoked to the left side of the yoke and vice verse.


ଦେଶଜ - ବିଶେଷଣ -

[ସମ୍ପାଦନା]

ଦକ୍ଷିଣ ଓ ବାମ (ପାର୍ଶ୍ୱ) — Right and left (side).