ଡାଇ

ଉଇକିଅଭିଧାନ‌ରୁ

ଡାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅସ୍ତ୍ରାଘାତ — Stroke with a weapon.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - )[ସମ୍ପାଦନା]

୧. ପଶାକାଠି — ୧. Die; a cube used in the game of dice.
୨. ଛାଞ୍ଚ; ଠସା —୨. Die; mould.
୩. ରଙ୍ଗ —୩. Die; colour.