ଡାଇରେକ୍ଟର୍
ଦେଖଣା
ଡାଇରେକ୍ଟର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଡାଇରେକ୍ଟର୍
|
(ଡିରେକ୍ଟର୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଶିଳ୍ପ, କୃଷି ବା ଶିକ୍ଷା ବିଭାଗର ପ୍ରାଦେଶିକ କର୍ତ୍ତୃପକ୍ଷ —୧. The Provincial Head of Education, Industries or Agriculture; Director of Public Instruction; Director of Agriculture.
- ୨. ଯୌଥ କୋମ୍ପାନୀ ବା ସଂଘର ପରିଚାଳକ ବ୍ୟକ୍ତି — ୨. Director of a Company.