Jump to content

ଡାଉଁଶ

ଉଇକିଅଭିଧାନ‌ରୁ

ଡାଉଁଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଂଶ)

[ସମ୍ପାଦନା]

କୁକୁରମାଛି; ଜୀବଙ୍କ ଦେହରୁ ରକ୍ତ ଶୋଷଣ କରିବା ବଡ଼ ମାଛି ବିଶେଷ — A gadfly.

ଦଧି ମାଛ ମନ୍ଦୁ ଚୋରାଇଥିବା ଲୋକ ଉଉଁଶ ପ୍ଲବ ହୋଇ ହୁଏ ପକ୍ଷୀ ବକ କୃଷ୍ଣସିଂହ, ମହାଭାରତ. ଅନୂଶାସନ

[ ଦ୍ର—ଏମାନେ ଗୋରୁଗାଈ, ଘୋଡା, କୁକୁର ଓ ପକ୍ଷୀଙ୍କ ଦେହରେ ବସି ସେମାନଙ୍କୁ ଦଂଶନ କରନ୍ତି ମନୁଷ୍ୟଠାରେ ଡାଉଁଶ ବସିବାର ଦେଖାଯାଏ ନାହିଁ ]