ଡାକ ଋଷି ବଚନ

ଉଇକିଅଭିଧାନ‌ରୁ

ଡାକ ଋଷି ବଚନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପଦ୍ୟାକାରରେ ବହୁକାଳରୁ ପ୍ରଚଳିତ କୃଷି, ବର୍ଷା, ଜ୍ୟୋତିଷ ଆଦି ସମ୍ୱନ୍ଧୀୟ ସଂକ୍ଷପ୍ତ ପ୍ରବଚନ; ପ୍ରବାଦ ବାକ୍ୟ — Some wise saying or saws about agricultre, rain astrology omens and impending famine attributed to a sage who is known by the name of Dāka.

(ଯଥା—୧ ଆଗରେ ମଙ୍ଗଳ ପଛରେ ରବି, ଘୃର ଘରକେ ପଡ଼ଇ ବୋବି)

୨. ବାଡ଼ି ଠୁକୁ ଠୁକୁ କାନ ନୁଡୁକା, ବାଟେ ଦ୍ୱିଜବର ଦେଖିବ ଏକା ପାଆକେ କୁମ୍ଭାର କୋଶକେ ତେଲି ଡାକ ବୋଲେ ପୁତା ନ ଯିବୁ ପେଲି
୩. ଉଭା, ମୁଠି, ଆଡ ଦିମୁଠି, କିଆରି ମଧ୍ୟରେ ପୋତିବୁ କାଠି ପର୍ବତ ଶିଖରେ ବୁଣିବୁ ଧାନ, ନ ହେଲେ କାଟିବୁ ଡାକର କାନ
୪. ହସି ପଶେ ଉଇଁ ନ ଦିଶେ ଦକ୍ଷିଣ ମେଳ ଉତ୍ତରେ ଆସେ ସଜ ଗୋବରରେ ଅଂଶେଇ ବସେ ଡାକ ବୋଲେ ପୁତା ନିଶ୍ଚେ ବରଷେ)