ଡାକ ନୋଟିସି

ଉଇକିଅଭିଧାନ‌ରୁ

ଡାକ ନୋଟିସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଡାକ ଲୁ(ଲୋ)ଟିସ୍(ସି)—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଓ. ଡାକ+ଇଂରାଜୀ - ନୋଟିସ୍)[ସମ୍ପାଦନା]

ଏକ ବ୍ୟକ୍ତିଦ୍ୱାରା ଅନ୍ୟ ବ୍ୟ୍ୟକ୍ତି ନିକଟକୁ ଡାକଦ୍ୱାରା ପ୍ରେରିତ ବିଜ୍ଞାପନ — Notice sent by registered post.