ଡାକ ବଙ୍ଗଲୋ

ଉଇକିଅଭିଧାନ‌ରୁ

ଡାକ ବଙ୍ଗଲୋ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ଯେଉଁ ବଙ୍ଗଳା ବା କୋଠି ବା ବିଶ୍ରାମାଗାରରେ ଡାକ ବୋହିବା ବେହେରା— ମାନେ ଅପେକ୍ଷା କରନ୍ତି ଓ ମଫସଲ ଗସ୍ତ କରୁଥିବା ସରକାରୀ ଓ ବେସରକାରୀ ଭଦ୍ରଲୋକମାନେ ସାମୟିକ ଆଶ୍ରୟ ନିଅନ୍ତି —Dak bungalow; staging bungalow.

[ଦ୍ରଷ୍ଟବ୍ୟ —ଯେତେବେଳେ ଏ ଦେଶରେ ମଟର ଓ ରେଳଆଦିର ସୁବିଧା ନ ଥିଲା ସେହି ସମୟରେ ରାଜକର୍ମରୀମାନେ ଦୂରସ୍ଥ ସ୍ଥାନକୁ ଯିବା ଆସିବା ପାଇଁ ଡାକସବାରି ବା ଡାକ ଘୋଡ଼ା ବା ଗାଡ଼ି ବ୍ୟବହାର କରୁଥିଲେ ଡାକବଦଳ ଘୋଡ଼ା ବା ବେହେରା— ମାନେ ଏବଂ ରାଜକର୍ମଚାରୀମାନେ ଆଶ୍ରୟ ନେବା ପାଇଁ ୧ ୧୨: ମାଇଲ ଛଡ଼ାରେ ସରକାରୀ ବଙ୍ଗଳାମାନ ଥିଲା; ସେହି ସମୟରୁ ଏ ଡାକବଙ୍ଗଳା ଶବ୍ଦ ଚଳୁଛି]