ଡାକ ବାଲା

ଉଇକିଅଭିଧାନ‌ରୁ

ଡାକ ବାଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଡାକ ପିଅନ —୧. Post-peon.
୨. ଡାକ ହରକରା; ଯେଉଁ ବ୍ୟକ୍ତି ଏକ ଡାକଘରୁ ଦୂରବର୍ତ୍ତୀ ଡାକଘରକୁ ପ୍ରେରିତ ଚିଠିପତ୍ର ଓ ପୁଲିନ୍ଦାଆଦି ବହନ କରି ଦଉଡ଼ି ଦଉଡ଼ି ଯାଏ — ୨. Postal runner.