ଡାକ ବ୍ୟାଗ୍
ଦେଖଣା
ଡାକ ବ୍ୟାଗ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ବାଗ୍, ଡାକ ବେଗ୍ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଓ. ଡାକ ଇଂରାଜୀ - ବାଗ୍)
[ସମ୍ପାଦନା]- ୧. ଡାକ ଚିଠି ଆଦି ବାଣ୍ଟିବା ଯେଉଁ ଥଳିରେ ଡାକବାଲା ଚିଠିଆଦି ବହନ କରେ — ୧. Postman's bag.
- ୨. ଚାକ ରନର୍ମାନେ ଏକ ଡାକ— ଘରୁ ଅନ୍ୟ ଡାକଘରକୁ ନେବା ଚିଠିପତ୍ର ଆଦିର ମୁଣି —୨. The bag carried by postal runners.
- ୩. ଏକ ଡାକଘରୁ ଅନ୍ୟ ଡାକଘରକୁ ରେଳ, ବଗିଗାଡ଼ି ବା ଜାହାଜ ଆଦିଦ୍ୱାରା ଚିଠି ପତ୍ର ଆଦି ପଠା ଯିବା ପାଇଁ ବ୍ୟବହୃତ ମୁଣି —୩. Mail-bag.
- ୪. ଏକ ଜାକଘରୁ ଅନ୍ୟ ଡାକ ଘରକୁ ପ୍ରେରିତ ଟଙ୍କା ଓ ନୋଟ୍ ଆଦି ପଠାଯିବା ପାଇଁ ବ୍ୟବହୃତ ସୁଦୃଢ଼ ଚମଡ଼ାର ଥଳି —୪. Strong leather-bags used for sending money and currency notes from one post office to another.