ଡାକ ରିସାଲି
ଦେଖଣା
ଡାକ ରିସାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ରିସାଲି
|
ଦେଶଜ - ବିଶେଷ୍ୟ - (ଓ. ଡାକ+ଆରବୀ - ଇର୍ସାଲ୍)
[ସମ୍ପାଦନା]ଡାକଦ୍ୱାରା ଟଙ୍କା ବା ଦ୍ରବ୍ୟାଦିର ପ୍ରେରଣ — Postal remittance.
ଦେଶଜ - ବିଶେଷଣ -
[ସମ୍ପାଦନା]ଡାକରେ ପ୍ରେରିତ (ଟଙ୍କା ଓ ଦ୍ରବ୍ୟ) — (money or article) Remitted by post.