ଡାକ ରେଜେଷ୍ଟରି

ଉଇକିଅଭିଧାନ‌ରୁ

ଡାକ ରେଜେଷ୍ଟରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଡାକ ରେଜିଷ୍ଟିରି, ଡାକ ରେଜେଷ୍ଟେରିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ରେଜିଷ୍ଟ୍ରେସନ୍)[ସମ୍ପାଦନା]

ଚିଠି ପତ୍ରାଦି ନିରୂପିତ ସ୍ଥାନରେ ନିଃସନ୍ଦେହ ପହୁଞ୍ଚିବା ପାଇଁ ପ୍ରେରକ ସାଧାରଣ ଡାକମାସୁଲ ଅପେକ୍ଷା ଅଧିକ ମାସୁଲ ଦେଇ ଚିଠି ପଠାଇବା ବିଷୟ ଡାକଘରର ପୁସ୍ତକରେ ଲିପିବଦ୍ଧ କରାଇବା ବିଧି —Postal registration.

ଦେଶଜ - ବିଶେଷଣ -[ସମ୍ପାଦନା]

ଯେଉଁ ପତ୍ର ବା ପାକେଟ୍ ପୋଷ୍ଟଅଫିସରେ ରେଜି— ଷ୍ଟରି କରାଯାଇ ଥାଏ —Registered by post (letter or packet).