ଡାକ ହାକ
ଦେଖଣା
ଡାକ ହାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ହାକ
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]- ୧. ପ୍ରଭୁଙ୍କ ପ୍ରଦତ୍ତ ଆଦେଶମାନଙ୍କର ପାଳନ — ୧. Carrying out of a master's orders.
- ୨. ଆହ୍ୱାନ; ଡାକରା —୨. Summons.
ପାଇକେ ପାଇକଙ୍କୁ ଡାକହାକ କରି—କୃଷ୍ଣସିଂହ. ମହାଭାରତ, ଭୀଷ୍ମ
- ୩. ପ୍ରଭୁଙ୍କ ପ୍ରଦତ୍ତ ଆଦେଶ ସଙ୍ଗେ ସଙ୍ଗେ ପାଳନ ବା ସମ୍ୱାଦ ନେବା ପାଇଁ ନିକଟରେ ଉପସ୍ଥିତ ଭୃତ୍ୟକୁ ଡାକିବା —୩. The call of a master to an crderly to carry out urgent orders.
ଦେଶଜ - ବିଶେଷଣ -
[ସମ୍ପାଦନା]ଡକାଡକି; ପରସ୍ପରକୁ ଡାକିବା ବ୍ୟକ୍ତି (ଗଣ) — (persons) Calling each other.