ଡିଙ୍ଗା
ଦେଖଣା
ଡିଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କେଶକୀଟ; ବଡ଼ ଉକୁଣୀ; ଡାଗରା — ୧. A big louse.
[ ଦ୍ର—ମୁଣ୍ଡର ବଡ଼ ବଡ଼ ଉକୁଣୀଙ୍କୁ ଡିଙ୍ଗା, ସାନ ଉକୁଣୀଙ୍କୁ ଗଜି ଓ ଉକୁଣୀ ଡିମ୍ୱକୁ ନିଖ ବୋଲାଯାଏ]
- ୨. (ଫରାସୀ, ଦିନାମାର ଆଦି ଶବ୍ଦ ପରେ ଯୁକ୍ତ)—ଅମୃକ ଜାତିର ଅଧିକୃତ ସ୍ଥାନ ବା ବସତି —୨. Place occupied by such and such a nation.
(ଯଥା—ଦିନାମାର ଡିଙ୍ଗା, ଫରାସି ଡିଙ୍ଗା)