ଡିଣ୍ଡିମ
ଦେଖଣା
ଡିଣ୍ଡିମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଡିଣ୍ଡି=ଅନୁକରଣ ଶବ୍ଦ+ମି ଧାତୁ=କ୍ଷେପଣ କରିବା +କର୍ତ୍ତୃ ଅ, ତୁଳ, ଇଂରାଜୀ - ଡ୍ରମ୍)
[ସମ୍ପାଦନା]- ୧. ଆନଦ୍ଧ ହାଣ୍ଡିପରି ଏକମୁଖା ବାଦ୍ୟ; ଡେଙ୍ଗୁରା; ନାଗରା — Drum; tomtom; tabor; kettle-drum.
ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ବ. ଗୀତ
- ୨. କୃଷ୍ଣପାକ ଫଳ (ହିନ୍ଦୀ - ଶବ୍ଦସାଗର); କରନ୍ଦା (ଦେଖ) - A kind of acidish sweet berry.